#ସୁନା_କି_ରୂପା_ନୁହେଁ: #ହେଲମେଟ୍
#ସିସିଟିଭିରେ_ହେଲମେଟ୍_ଚୋରୀର_ପୁରା_ଚିତ୍ର
ଲୁଟେରଙ୍କ ଟାର୍ଗେଟରେ ହେଲମେଟ । ଖୁଲମ ଖୁଲା ଚାଲିଛି ହେଲମେଟ୍ ଚୋରୀ । ଆଉ ଏହି ହେଲମେଟ ଚୋରିର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ଘଟିଛି ଭୁବନେଶ୍ୱରର ସହିଦ ନଗର ଫାଣ୍ଡି ଠାରୁ ମାତ୍ର ୫୦ମିଟର ଦୂରରେ ଥିବା "ବାରିପଦା ମଟନ "ହୋଟେଲ ଆଗରେ । ରାଜଧାନୀ ଏବେ କେତେ ସୁରକ୍ଷିତ ? କ’ଣ କରୁଛି କମିଶନରେଟ୍ ପୋଲିସ? ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews #helmentstolen #bhuabaneswar #odishapolice #commisanratepolice #odishanews #Bhubaneswar

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/